ପୁରୀ-ଭୁବନେଶ୍ୱର ରାସ୍ତାର ପଟ୍ଟନାଇକିଆ ଛକରେ ଉତ୍ତେଜନା ଜାରି । ପୋଲିସର ଛାନଭିନ : ଗତକାଲି ଦିନ ଦ୍ୱିପହରରେ ୩ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ ଦୁର୍ବୃତ Kanak News

କନକ ବ୍ୟୁରୋ : ପୁରୀ ଜିଲ୍ଲା ସତ୍ୟବାଦୀରେ ବିଚ୍ ରାସ୍ତାରେ ହତ୍ୟାକାଣ୍ଡ । ୩ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଖଣ୍ଡା ଓ ଫାର୍ସାରେ ଦୁର୍ବୃତମାନେ ଗୋଡାଇ ଗୋଡାଇ ହାଣିଛନ୍ତି । ଆଉ ହତ୍ୟାକାଣ୍ଡ ଘଟିଛି ପୋଲିସ ଫାଣ୍ଡି ସାମ୍ନାରେ । ସେହି ସମୟରେ କୌଣସି ପୋଲିସ ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା ଘଟଣାସ୍ଥଳରେ । ଏହି ଘଟଣା ପରେ ହତ୍ୟାକାରୀ ଫେରାର ହୋଇଯାଇଛନ୍ତି ।

from Kanak News https://ift.tt/2xM8SAD https://ift.tt/2jUjD0s
ପୁରୀ-ଭୁବନେଶ୍ୱର ରାସ୍ତାର ପଟ୍ଟନାଇକିଆ ଛକରେ ଉତ୍ତେଜନା ଜାରି । ପୋଲିସର ଛାନଭିନ : ଗତକାଲି ଦିନ ଦ୍ୱିପହରରେ ୩ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ ଦୁର୍ବୃତ Kanak News
Reviewed by SUBHENDU BARAL
on
July 14, 2019
Rating:
No comments: