
କନକ ବ୍ୟୁରୋ : ତାଣ୍ଡବ ରଚୁଛି ବର୍ଷା । ପ୍ରବଳ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଲୋକେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନେପାଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବିଗତ ୨ ଦିନ ମଧ୍ୟରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ନିଖୋଜ ଅଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୦ ଅତିକ୍ରମ କରିଥିବା ବେଳେ ଲକ୍ଷାଧିକ ଲୋକ ପାଣିଘେରରେ ଥିବା ଜଣାପଡ଼ିଛି। ଗତ ଗୁରୁବାରଠାରୁ ନେପାଳରେ ଲଗାଣ ବର୍ଷା ଯୋଗୁଁ ଦେଶର ୭୭ଟି ଜିଲ୍ଲାରୁ ୨୦ଟି ପ୍ରଭାବିତ ହୋଇଛି।

from Kanak News https://ift.tt/2LnatWu https://ift.tt/2JG7lBR
No comments: