୨୪ରୁ ସାରା ରାଜ୍ୟରେ ବର୍ଷାର ସମ୍ଭାବନା

ଭୁବନେଶ୍ବର ୨୧/୭: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଯଦି ଏହା ଲଘୁଚାପରେ ପରିଣତ ହୁଏ ତେବେ ୨୪ରୁ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଉ ନ ଥିବାରୁ ରାଜ୍ୟରେ ଭଲ ବର୍ଷା ହେଉନି।ମୌସୁମୀ ଟ୍ରପ ଲାଇନ ପ୍ରଭାବରେ କିଛି  ଅଞ୍ଚଳରେ ବର୍ଷା ହେଉଛି।



from Prameya News7 https://ift.tt/2M4G1Qy
୨୪ରୁ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ୨୪ରୁ ସାରା ରାଜ୍ୟରେ ବର୍ଷାର ସମ୍ଭାବନା Reviewed by SUBHENDU BARAL on July 20, 2019 Rating: 5

No comments:

Powered by Blogger.