ପୋଲ ତଳକୁ ଖସି ସାଇକେଲ ଆରୋହୀଙ୍କ ମୃତ୍ୟୁ

ବାଂଶପାଳ ୧୨|୬: କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଗଜପୁର ପୋଲ ଉପରୁ ଖସି ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଗଜପୁର ଗ୍ରାମର ପୁଡା ନାଏକ । ସେ ଗତକାଲି ରାତିରେ ସିଙ୍ଗପୁରରୁ ନିଜ ଗାଁ ଗଜପୁରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଁଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।



from News7 http://bit.ly/2WAHXSx
ପୋଲ ତଳକୁ ଖସି ସାଇକେଲ ଆରୋହୀଙ୍କ ମୃତ୍ୟୁ ପୋଲ ତଳକୁ ଖସି ସାଇକେଲ ଆରୋହୀଙ୍କ ମୃତ୍ୟୁ Reviewed by SUBHENDU BARAL on June 11, 2019 Rating: 5

No comments:

Powered by Blogger.