ଭୁବନେଶ୍ୱର:ପଞ୍ଚମ ଇନିଂସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ନୂଆଟିମ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସମାରୋହରେ ୧୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ୯ ଜଣ ରାଷ୍ଟ୍ରାପାହ୍ୟା ମନ୍ତ୍ରୀ ଶପଥ ନେଇଛନ୍ତି।
ଜାଣନ୍ତୁ ନବୀନଙ୍କ ନୂଆଟିମ୍
କ୍ୟାବିନେଟ ପାହ୍ୟା
୧-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୨-ବିକ୍ରମ କେଶରୀ ଆରୁଖ
୩-ପ୍ରଫୁଲ୍ଲ ମଲ୍ଲିକ
୪-ନିରଞ୍ଜନ ପୂଜାରୀ
୫-ପଦ୍ମନାଭ ବେହେରା
୬-ପ୍ରତାପ ଜେନା
୭-ସୁଶାନ୍ତ ସିଂ
୮-ନବକିଶୋର ଦାସ
୯-ଟୁକୁନି ସାହୁ
୧୦-ଅରୁଣ ସାହୁ
୧୧-ସୁଦାମ ମାରାଣ୍ଡି
ରାଷ୍ଟ୍ର ପାହ୍ୟା
୧-ଅଶୋକ ପଣ୍ଡା
୨-ସମୀର ଦାସ
୩-ଜ୍ୟୋତିପ୍ରକାଶ ପାଣିଗ୍ରାହୀ
୪-ଦିବ୍ୟଶଙ୍କର ମିଶ୍ର
୫-ପ୍ରେମାନନ୍ଦ ନାୟକ
୬-ରଘୁନନ୍ଦନ ଦାସ
୭-ପଦ୍ମିନୀ ଦିଆନ
୮-ତୁଷାରକାନ୍ତି ବେହେରା
୯-ଜଗନ୍ନାଥ ସାରକା
from OTV Khabar http://bit.ly/2QxldkY
No comments: