ଅପେକ୍ଷାରେ ଓଡ଼ିଶା । କାଠମାଣ୍ଡୁରେ ପହଁଚିଲା କଳ୍ପନାଙ୍କ ମରଶରୀର, ପରିବାରକୁ ହସ୍ତାନ୍ତର ପରେ ଓଡ଼ିଶା ଆସିବ ପାହାଡ଼ ରାଣୀଙ୍କ ପ୍ରାର୍ଥିବ ଶରୀର । Kanak News

କନକ ବ୍ୟୁରୋ: ଧିରେ ଧିରେ ପ୍ରତୀକ୍ଷାର ଅନ୍ତ ହେବାରେ ଲାଗୁଛି । କାରଣ ଓଡ଼ିଆ ଝିଅ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି । ସୂଚନା ମୁତାବକ ଗୁରୁବାର ତାଙ୍କ ମରଶରୀରକୁ ବେସ୍ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଠମାଣ୍ଡୁକୁ ଅଣାଯାଇଛି । ସେଠାରେ କଳ୍ପନାଙ୍କ ପ୍ରାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି ।

from Kanak News http://bit.ly/30WExMY http://bit.ly/2VWxBvH
No comments: