ହାତ ବନ୍ଧା ଓ ଅଚେତ୍ ଅବସ୍ଥାରେ ନାବାଳିକା ଉଦ୍ଧାର

ସୋର ୧|୫: ସୋରରେ ଅଭାବନୀୟ ଘଟଣା ଘଟିଛି । ହାତବନ୍ଧା ଓ ଅଚେତ ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛନ୍ତି । ଖଇରା ଦମକଳ କେନ୍ଦ୍ର ନିକଟରୁ ନାବାଳିକାକୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ଖଇରା ଓ ପରେ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ନାବାଳିକା ଜଣଙ୍କ ସୁନ୍ଦରପୁର ଅଞ୍ଚଳର ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଏଠାକୁ ଆସିଲେ ତାହା ଜଣାପଡିନାହିଁ ।



from News7 http://bit.ly/2UMh3G9
ହାତ ବନ୍ଧା ଓ ଅଚେତ୍ ଅବସ୍ଥାରେ ନାବାଳିକା ଉଦ୍ଧାର ହାତ ବନ୍ଧା ଓ ଅଚେତ୍ ଅବସ୍ଥାରେ ନାବାଳିକା ଉଦ୍ଧାର Reviewed by SUBHENDU BARAL on May 01, 2019 Rating: 5

No comments:

Powered by Blogger.