
ମଣ୍ଡିରେ ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବହୁ ମଣ୍ଡିରେ ଧାନ ପଡି ପଡି ଗଜା ହେବାକୁ ବସିଲାଣି। ହେଲେ ମିଲରଙ୍କ ଦେଖା ନାହିଁ। ଚଳିତ ବର୍ଷ ବାସୁଦେବପୁର ବ୍ଲକର ୨୨ଟି ସେବା ସମବାୟ ସମିତି ଜରିଆରେ ୧୨ ହଜାର ୬୦୦ ଚାଷୀ ଧାନ ବିକିବା ପାଇଁ ପଞ୍ଜୀକରଣ କରିଥିଲେ।
ସରକାରଙ୍କ ପକ୍ଷରୁ ୭ ଲକ୍ଷ ୧ ହଜାର ୬୬୭ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଯୋଜନା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ ୪୬ ହଜାର ୭୭୭ କ୍ୱିଣ୍ଟାଲ ଧାନ କିଣା ଯାଇଛି। ଆଉ ବଳକା ଧାନ ଏବେ ଚାଷୀ ସମିତିରେ ଗଦା କରି ରଖିଛି। କିନ୍ତୁ ମିଲର ନେଉନଥିବାରୁ ଧାନ ବିକ୍ରି ହୋଇନପାରି ମଣ୍ଡିରେ ବର୍ଷାରେ ଭିଜୁଛି।
from OTV Khabar https://ift.tt/2tIIWnq
ମଣ୍ଡିରେ ପଡ଼ିଛି, ବର୍ଷାରେ ଭିଜୁଛି ଧାନ OTV KHABAR BUREAU
Reviewed by SUBHENDU BARAL
on
March 01, 2019
Rating:
No comments: