
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇସ୍ପାତ ନଗରୀ ରାଉରକେଲାରେ ପାଗଳା କୁକୁର ଆତଙ୍କ। ଷ୍ଟିଲ ପ୍ଲାଣ୍ଟ ପରିସରରେ କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଷ୍ଟିଲ୍ ପ୍ଲାଣ୍ଟ ପରିସରରେ ବ୍ଲାଷ୍ଟ ଫର୍ଣ୍ଣେସ ଓ କୋକୋଭେନ୍ ବିଭାଗ ପାଖରେ ୨ଟି ପାଗଳା କୁକୁର କିଛିଦିନ ହେଲା ଆତଙ୍କ ଖେଳାଇଛନ୍ତି। ଯାହାକୁ ନେଇ ପ୍ଲାଣ୍ଟ କର୍ମଚାରୀ ଭୟଭୀତ ହୋଇପଡ଼ିଛନ୍ତି।
from OTV Khabar https://ift.tt/2CMNQF4
ପାଗଳା କୁକୁର କାମୁଡ଼ାରେ ୧୨ ଆହତ Jyotsnamayee Pradhan
Reviewed by SUBHENDU BARAL
on
March 30, 2019
Rating:
No comments: