ମହାନଦୀ ଜଳ ବିବାବ ମାମଲା : ଆଲୋଚନାରେ ବିବାଦ ତୁଟାଇବାକୁ ମହାନଦୀ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ ୩୦|୩ : ମହାନଦୀ ଜଳ ବିବାଦ ମାମଲା ନେଇ ପୁଣି ହେବ ଆଲୋଚନା । ଦୁଇ ରାଜ୍ୟ ଓଡ଼ିଶା-ଛତିଶଗଡକୁ ପୁଣି ଥରେ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଆପୋଷ ଆଲେଚନା ମାଧ୍ୟମରେ ସମାଧାନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ । ଏଥି ସହ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ସମସ୍ତ ପକ୍ଷ ୪ ସପ୍ତାହ ମଧ୍ୟରେ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଆସନ୍ତା ୧୧ରେ ମାମଲାର ପରବର୍ତ୍ତି ଶୁଣାଣି । ଜଷ୍ଟିସ ଏ.ଏମ ଖାନୱାଲିକରଙ୍କ ଅଧ୍ୟକ୍ଷତ୩ରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।



from News7 https://ift.tt/2V4bVhv
ମହାନଦୀ ଜଳ ବିବାବ ମାମଲା : ଆଲୋଚନାରେ ବିବାଦ ତୁଟାଇବାକୁ ମହାନଦୀ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ମହାନଦୀ ଜଳ ବିବାବ ମାମଲା : ଆଲୋଚନାରେ ବିବାଦ ତୁଟାଇବାକୁ ମହାନଦୀ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ Reviewed by SUBHENDU BARAL on March 30, 2019 Rating: 5

No comments:

Powered by Blogger.