୨୦୧୯ ଅନ୍ତରୀଣ ବଜେଟ୍ : ଆୟକର ସୀମା ୫ଲକ୍ଷକୁ ବୃଦ୍ଧି

କରଦାତାଙ୍କୁ ମୋଦି ସରକାରଙ୍କ ବଡ ଭେଟି । ଆୟକର ସୀମା ୨.୫ ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି । ଟାକ୍ସ ସ୍ଲାବ୍ ରେ ଏହି ବଡ ପରିବର୍ତ୍ତନ ଫଳରେ ମଧ୍ୟମ ବର୍ଗ ବେଶ୍ ଉପକୃତ ହେବେ ।

-ଟ୍ୟାକ୍ସ ସ୍ଲାବ୍ ରେ ପରିବର୍ତ୍ତନ ।

-ବଢିଲା ଆୟକର ଛାଡ ସୀମା ।

-ଆୟକର ଛାଡ ସୀମା ୫ଲକ୍ଷକୁ ହେଲା ବୃଦ୍ଧି ।

-୫ଲକ୍ଷ ଆୟ ପର୍ଯ୍ୟନ୍ତ ଦେବାକୁ ପଡିବନାହିଁ ଟାକ୍ସ ।

-ପିଏଫ୍ ଏବଂ ବୀମା ଥିଲେ ୬.୫ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ ।

-୩କୋଟି କରଦାତା ହେବେ ଉପକୃତ ।

-ମହିଳାଙ୍କୁ ୪୦ହଜାର ପର୍ଯ୍ୟନ୍ତ ଋଣ ଉପରେ ସୁଧ ଛାଡ ।

-ଷ୍ଟାଣ୍ଡାର୍ଡ ଡିଡକସନ୍ ୪୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି ।



from News7 http://bit.ly/2HLfLtX
୨୦୧୯ ଅନ୍ତରୀଣ ବଜେଟ୍ : ଆୟକର ସୀମା ୫ଲକ୍ଷକୁ ବୃଦ୍ଧି ୨୦୧୯ ଅନ୍ତରୀଣ ବଜେଟ୍ : ଆୟକର ସୀମା ୫ଲକ୍ଷକୁ ବୃଦ୍ଧି Reviewed by SUBHENDU BARAL on February 01, 2019 Rating: 5

No comments:

Powered by Blogger.