୩ବର୍ଷର ପୁଅକୁ କଚାଡି ମାରିଥିବା ବାପାକୁ ଆଜୀବନ କାରାଦଣ୍ଡ

ବଡ଼ବିଲ ୩୧|୧ : ୩ବର୍ଷର ପୁଅକୁ କଚାଡି ମାରିଥିବା ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ହତ୍ୟାକାରୀ ବାପା ଶଙ୍କର କାରୁଆକୁ କାରାଦଣ୍ଡ ଶୁଣାଇଛନ୍ତି ଚମ୍ପୁଆ ଏଡିଜେ କୋର୍ଟ । ଗତ ୨୦୧୬ ମସିହାରେ ଘଟିଥିଲା ହତ୍ୟାକାଣ୍ଡ । ଯୋଡ଼ା ଆଜାଦ ବସ୍ତିରେ ଘଟିଥିଲା ନୃଶଂସ ଭାବେ ନିଜର ୩ ବର୍ଷର ପୁଅକୁ କଚାଡି ମାରି ଦେଇଥିଲା ଶଙ୍କର ।



from News7 http://bit.ly/2sZwXSg
୩ବର୍ଷର ପୁଅକୁ କଚାଡି ମାରିଥିବା ବାପାକୁ ଆଜୀବନ କାରାଦଣ୍ଡ ୩ବର୍ଷର ପୁଅକୁ କଚାଡି ମାରିଥିବା ବାପାକୁ ଆଜୀବନ କାରାଦଣ୍ଡ Reviewed by SUBHENDU BARAL on January 31, 2019 Rating: 5

No comments:

Powered by Blogger.