ବାଲିପାଟଣା ୩୧|୧୨: ବାଲିପାଟଣା କୁଳନ୍ତିରା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଗାଁର ଗୁରୁ ଚରଣ ଦାସ, ଶ୍ରୀଚରଣ ଦାସ, ପ୍ରାଣକୃଷ୍ଣ ଦାସ ଏବଂ ସ୍ବପ୍ନ ଶରିତାଙ୍କର ୭ବଖରା ଘର ଜଳି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାଲିପାଟଣା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
from News7 http://bit.ly/2AxITPp
ବାଲିପାଟଣା କୁଳନ୍ତିରା ଗାଁରେ ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୭ବଖରା ଘର
Reviewed by SUBHENDU BARAL
on
December 31, 2018
Rating:
No comments: