ଭୁବନେଶ୍ୱରର ୪ RMRC ଅଧିକାରୀ ଗିରଫ; ୧ କୋଟି ୩ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ

ଭୁବନେଶ୍ବର ୨୬/୧୦ : ଭୁବନେଶ୍ୱର ରିଜିଅନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ୪ ଅଧିକାରୀ ଗିରଫ | ୪ ଅଧିକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା | ୪ ଗିରଫ ଅଧିକାରୀ ହେଲେ ଟି.ପାଣ୍ଡୁରଙ୍ଗା ରାଓ, ଅଚ୍ୟୁତାନନ୍ଦ ଦାସ, ରଣଜିତ କୁମାର ଷଡଙ୍ଗୀ ଏବଂ ବିନୋଦ କୁମାର ସିଂ ଗିରଫ | ୧ କୋଟି ୩ ଲକ୍ଷ ଟଙ୍କାର ଔଷଧ କିଣାବିକାରେ ହେରଫେର କରିଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି | ହେରଫେର ନେଇ ୨୦୧୬ ମସିହାରେ ଈଓଡବ୍ଲୁରେ ମାମଲା ରୁଜ୍ଜୁ ହୋଇଥିଲା | ଏମାନେ ନିଜ ନାଁରେ କମ୍ପାନୀ ଖୋଲି ଟଙ୍କା ହେରଫେର କରିଥିବା ଈଓଡବ୍ଲୁ ଜାଣିବାକୁ ପାଇଥିଲା |



from News7 https://ift.tt/2z5QTpa
ଭୁବନେଶ୍ୱରର ୪ RMRC ଅଧିକାରୀ ଗିରଫ; ୧ କୋଟି ୩ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ ଭୁବନେଶ୍ୱରର ୪ RMRC ଅଧିକାରୀ ଗିରଫ; ୧ କୋଟି ୩ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.