
ସୋନପୁର : ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଲାଗି ଜଳିଗଲା ତେଲ ଟ୍ୟାଙ୍କର। ସୋନପୁର-ସମ୍ବଲପୁର ରାସ୍ତାରେ ଘଟିଛି ଏହି ଦୁର୍ଘଟଣା। ଟ୍ୟାଙ୍କର ଭିତରେ ଜୀବନ୍ତ ଜଳିଗଲେ ଡ୍ରାଇଭର। ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ସମ୍ବଲପୁର-ସୋନପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
from OTV Khabar https://ift.tt/2q8ejpG
ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଲାଗି ଜଳିଗଲା ତେଲ ଟ୍ୟାଙ୍କର Pradesh Pratyush
Reviewed by SUBHENDU BARAL
on
October 24, 2018
Rating:
No comments: