କୁହୁଳୁଛି ରାବଣପୋଡ଼ି ରାଜନୀତି OTV KHABAR BUREAU

ଜଗତସିଂହପୁର: ଏରସମାରେ ରାବଣପୋଡ଼ିକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି। ଏହାକୁ ନେଇ ଦୁଇ ବିଧାୟକ ଦାମୋଦର ରାଉତ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଆଜି ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ରାବଣପୋଡ଼ି କାର୍ଯ୍ୟକ୍ରମ ଅଛି। ତେବେ ଦାମଙ୍କୁ ରାବଣପୋଡ଼ି ଅନୁମତି ନ ମିଳିବାରୁ ଅସନ୍ତୋଷ ବଢ଼ିଛି।

ଯାହାର ପ୍ରତିବାଦରେ ଏରସମା ଗ୍ରାମ୍ୟ କମିଟି ପକ୍ଷରୁ ଆଜି ବଜାର ବନ୍ଦ ଡାକରା ଦିଆଯାଇଛି। ଫଳରେ ଏରସମାରେ ଦୋକାନ ବଜାର ବନ୍ଦ ରହିଛି। ପ୍ରଶାନ୍ତଙ୍କ ରାବଣପୋଡ଼ି ବାତିଲ୍ ପାଇଁ ଅଡ଼ି ବସିଛନ୍ତି ଦାମ ସମର୍ଥକ।



from OTV Khabar https://ift.tt/2ypTydy
କୁହୁଳୁଛି ରାବଣପୋଡ଼ି ରାଜନୀତି OTV KHABAR BUREAU କୁହୁଳୁଛି ରାବଣପୋଡ଼ି ରାଜନୀତି OTV KHABAR BUREAU Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.