
ରାୟଗଡ଼ା: ଦାଦାକୁ ହତ୍ୟା କଲା ପୁତୁରା। ରାୟଗଡ଼ା ଜିଲ୍ଲା କୁଲେରିପେଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ଜଣେ ବ୍ୟକ୍ତିଙ୍କୁ ତାଙ୍କ ଦୁଇ ପୁତୁରା ହତ୍ୟା କରିଛନ୍ତି। ତାଙ୍କ ନାଁ କାତରା ସିକକା।
ଦୁଇ ଅଭିଯୁକ୍ତ- ଟଣିଆ ସିକକା ଓ ଲୁକେ ସିକକା ଆତ୍ମସମର୍ପଣ କରିଛନ୍ତି।
ପାରିବାରି କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।
from OTV Khabar https://ift.tt/2NJSia9
ଦାଦାକୁ ହତ୍ୟା କଲା ପୁତୁରା OTV KHABAR BUREAU
Reviewed by SUBHENDU BARAL
on
October 16, 2018
Rating:
No comments: