କେନ୍ଦ୍ର ସରକାରଙ୍କୁ ସୁପ୍ରିମ ଝଟକା ! ୧୦ ଦିନ ମଧ୍ୟରେ ରାଫେଲ ଚୁକ୍ତିର ତଥ୍ୟ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ । Kanak News
୧୦ ଦିନ ମଧ୍ୟରେ ଏକ ମୁଦା ଲଫାପା ମଧ୍ୟରେ ଶୀର୍ଷ ଅଦାଲତରେ ରାଫେଲ୍ ଲଢୁଆ ବିମାନର ମୂଲ୍ୟ ଏବଂ ଅନ୍ୟାନ୍ୟ ବିବରଣୀ ଦାଖଲ କରିବାକୁ ବୁଧବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ରାଫେଲ୍ ଚୁକ୍ତି ସଂକ୍ରାନ୍ତ ବୈଷୟିକ ବିବରଣୀ ଚାହୁଁ ନାହିଁ ବୋଲି ସ୍ପଷ୍ଟ କରି ସୁପ୍ରିମ୍ କୋର୍ଟ । ସୁପ୍ରିମ କୋର୍ଟ ଆହୁରି କହିଛନ୍ତି ଯେ ସର୍ବସାଧାରଣଙ୍କୁ ନ ଜଣାଇ ହେବା ପରି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସରକାର ଗୋପନ ରଖି ପାରନ୍ତି।
from Kanak News https://ift.tt/2Q6mSN3 https://ift.tt/2CRdZ6m
କେନ୍ଦ୍ର ସରକାରଙ୍କୁ ସୁପ୍ରିମ ଝଟକା ! ୧୦ ଦିନ ମଧ୍ୟରେ ରାଫେଲ ଚୁକ୍ତିର ତଥ୍ୟ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ । Kanak News
Reviewed by SUBHENDU BARAL
on
October 31, 2018
Rating:
No comments: