ଆମେରିକାର ପିଟସବର୍ଗରେ ଗୁଳିକାଣ୍ଡରେ ୧୧ଜଣଙ୍କ ମୃତ୍ୟୁ,୪ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଆକ୍ରମଣକାରୀକୁ ଗିରଫ କରିଛି। ଆକ୍ରମଣର ଉଦ୍ଦେଶ୍ୟ କଣ ପୁଲିସ ସ୍ପଷ୍ଟ କରିନି। ତେବେ ଏହା ଏକ ଆତଙ୍କବାଦୀ କାଣ୍ଡ କି ନୁହେଁ ସେନେଇ ତଦନ୍ତ ଜାରି ରଖିଛି। ଅତର୍କିତଭାବେ ଜଣ ବନ୍ଧୁକଧାରୀ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା। ଆକ୍ରମଣକାରୀକୁ ସୁରକ୍ଷାକର୍ମୀ ଘେରି ଯାଇଥିଲେ। ଘଟଣାସ୍ଥଳରେ ସ୍ବାଟ ଟିମ୍ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।
from News7 https://ift.tt/2Oct98n
ଆମେରିକାର ପିଟସବର୍ଗରେ ଗୁଳିକାଣ୍ଡରେ ୧୧ଜଣଙ୍କ ମୃତ୍ୟୁ,୪ଜଣ ଗୁରୁତର ଆହତ
Reviewed by SUBHENDU BARAL
on
October 28, 2018
Rating:

No comments: