ସାତକୋଶିଆ ବନଖଣ୍ଡରେ ୪ଜଣ ବନ କର୍ମଚାରୀ ନିଖୋଜ

ytrreeeewcd

ଅନୁଗୋଳ(ବିରଜା ଦାସ): ସାତକୋଶିଆ ବନଖଣ୍ଡରେ ୪ଜଣ ବନ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ଗତକାଲିଠାରୁ ସେମାନେ ନିଖୋଜ ଅଛନ୍ତି। ୱାଇଲ୍ଡ ଲାଇଫ୍ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଆଜି ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି,“ ଏଥିସହ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପରେ ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖାଯିବ। ପରେ ପରବର୍ତ୍ତୀ ପଦକ୍ଷେପ ନେଇ ଏନ୍‌ଟିସିଏ ଓ ଓ୍ୱାଇଲ୍ଡ ଲାଇଫକୁ ଚିଠି ଲେଖାଯାଇଛି।”

ଲୋକଙ୍କୁ ସୁରକ୍ଷା ଯୋଗାଇବା ପ୍ରାଥମିକ କାର୍ଯ୍ୟ। ତେଣୁ ଟ୍ରାଙ୍କୁଲାଇଜ୍ ପାଇଁ ଟିମ୍‌କୁ ଗାଁକୁ ଛାଡ଼ିବାକୁ ୱାଇଲ୍ଡ ଲାଇଫ୍ ପିସିସିଏଫ୍‌ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।



from Odisha Reporter
ସାତକୋଶିଆ ବନଖଣ୍ଡରେ ୪ଜଣ ବନ କର୍ମଚାରୀ ନିଖୋଜ ସାତକୋଶିଆ ବନଖଣ୍ଡରେ ୪ଜଣ ବନ କର୍ମଚାରୀ ନିଖୋଜ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.