ଯାଜପୁର ୨୨|୧୦: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ ଘଟିଛି । ଗାଧୋଇବା ବେଳେ ବୁଡିଯାଇ ଦୁଇ ନାବଳକ ମୃତ । ମୃତକ ହେଲେ ଯାଜପୁର ସାହୁପଡା ଗାଁର ବ୍ରହ୍ମାନନ୍ଦ ବାରିକଙ୍କ ପୁଅ ରାଜୀବ ବାରିକ ଏବଂ କାର୍ତ୍ତିକ ବାରିକଙ୍କ ପୁଅ ରାହୁଲ ବାରିକ । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଉଭୟଙ୍କ ବୟସ ୧୦ରୁ ୧୨ ବର୍ଷ ହେବ । ଆଜି ସକାଳେ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।
from News7 https://ift.tt/2NV1iJz
ଯାଜପୁର ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡିଯାଇ ୨ ନାବାଳକ ମୃତ
Reviewed by SUBHENDU BARAL
on
October 22, 2018
Rating:
No comments: