ଓକିଲ ପୋଲିସ ବିବାଦକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନକୁ ବିରୋଧ କରି ପଦରୁ ଇସ୍ତଫା ଦେଲେ ବାର ଆସୋସିଏସନର ଉପ ସଭାପତି

କଟକ ୨୭/୧୦ : ଓକିଲ ପୋଲିସ ବିବାଦକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆସନ୍ତା ୩୦ ତାରିଖ ଯାଏଁ ଆନ୍ଦୋଳନ ଚାଲିବ ବୋଲି ଓକିଲ ସଂଘ ଗତକାଲି ସୂଚନା ଦେଇଥିଲେ | ଆଜି ବାର ଆସୋସିଏସନର ଉପ ସଭାପତି ଏଭଳି ମନମୁଖୀ ଘୋଷଣାକୁ ବିରୋଧ କରି ପଦବୀରୁ ଇସ୍ତଫା ଦେଇଛନ୍ତି | ବିଜେଡି ଲିଗାଲ ଫଣ୍ଟ ଆନ୍ଦୋଳନକୁ ସମର୍ଥନ ଜଣାଇବା ନାହିଁ ବୋଲି କହିଛନ୍ତି | ବିଜେଡି ଲିଗାଲ ଫଣ୍ଟ ସହିତ ସାମିଲ ଥିବା ଓକିଲମାନେ କାର୍ଯ୍ୟରେ ଯୋଗଦେବେ | ଯେଉଁ ଆନ୍ଦୋଳନ ଚାଲିଛି ସେଥିରେ ରାଜନୀତିର ଗନ୍ଧ ବାରି ହେଉଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ |



from News7 https://ift.tt/2EVHLd0
ଓକିଲ ପୋଲିସ ବିବାଦକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନକୁ ବିରୋଧ କରି ପଦରୁ ଇସ୍ତଫା ଦେଲେ ବାର ଆସୋସିଏସନର ଉପ ସଭାପତି ଓକିଲ ପୋଲିସ ବିବାଦକୁ ନେଇ ଆଇନଜୀବୀଙ୍କ ଆନ୍ଦୋଳନକୁ ବିରୋଧ କରି ପଦରୁ ଇସ୍ତଫା ଦେଲେ ବାର ଆସୋସିଏସନର ଉପ ସଭାପତି Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.