ବୋଲେରୋ ଉପରେ ଚଢ଼ିଗଲା ଡମ୍ପର

bbbb

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ର ଲିଙ୍ଗରାଜ କୋଇଲା ଖଣିରେ ଏକ ଦୁର୍ଘଟଣା ଘଟିଛି।

ଏଠାରେ କୋଇଲା ପରିବହନରେ ବ୍ୟବହୃତ ଏକ ଡମ୍ପର ଆଜି ସକାଳେ ଗୋଟିଏ ବୋଲେରୋ ଉପରେ ଚଢ଼ି ଯାଇଥିଲା। ବୋଲେରୋ ୩ ଜଣ ବ୍ୟକ୍ତି ବସିଥିଲେ। ଦୁର୍ଘଟଣା ପରେ ଦୁଇ ଜଣ ଗାଡ଼ି ଭିତରୁ ବାହାରି ଆସିଥିଲେ। ତେବେ ଜଣେ ଫସି ରହିଥିଲେ। ତାଙ୍କୁ ପରେ ବାହାର କରାଯାଇଥିଲା। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

bolleroତେବେ ଡମ୍ପର ତଳୁ ବୋଲେରୋକୁ ବାହାର କରିବାରେ ବିଳମ୍ୱ ହେବାରୁ ଶ୍ରମିକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା।



from Odisha Reporter
ବୋଲେରୋ ଉପରେ ଚଢ଼ିଗଲା ଡମ୍ପର ବୋଲେରୋ ଉପରେ ଚଢ଼ିଗଲା ଡମ୍ପର Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.