ଖୋର୍ଦ୍ଧାରେ ସିରିଜ୍ ଦୁର୍ଘଟଣା ; କାର୍ ଏବଂ ବସ୍‌କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର

ଖୋର୍ଦ୍ଧା ୨୪|୧୦: ଖୋର୍ଦ୍ଧା  ଜିଲ୍ଲପାଳ ଅଫିସ ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ କାରକୁ ଧକ୍କା ଦେଇଥିଲା । ଏହା ପରେ ଏକ ଯାତ୍ରୀବାହୀ ବସକୁ ମଧ୍ୟ ପିଟିଥିଲା । ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଇରାମ ନାମକ ବସ୍ ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ।



from News7 https://ift.tt/2yya9w2
ଖୋର୍ଦ୍ଧାରେ ସିରିଜ୍ ଦୁର୍ଘଟଣା ; କାର୍ ଏବଂ ବସ୍‌କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର ଖୋର୍ଦ୍ଧାରେ ସିରିଜ୍ ଦୁର୍ଘଟଣା ; କାର୍ ଏବଂ ବସ୍‌କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.