ଭଦ୍ରକରେ ବେକରେ ରାଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ

ଭଦ୍ରକ ୨୧/୧୦ : ଭଦ୍ରକ ବାସୁଦେବପୁର ଥାନା ସୁଆଁ ଗାଁରେ ଅଘଟଣ | ବେକରେ ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି | ମୃତକ ହେଲେ ରଞ୍ଜନ ମଲ୍ଲିକ ଓ ଗୀତା ମଲ୍ଲିକ | ଶୋଇବା ଘରୁ ମିଳିଲା ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି | ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି | ପୋଲିସ ଘଟଣାସ୍ଥଳରେ ଏବେ ଯାଏଁ ପହଂଚିନି | ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ କଲାପରେ ସତ ସାମ୍ନାକୁ ଆସିବ |



from News7 https://ift.tt/2ynfdTV
ଭଦ୍ରକରେ ବେକରେ ରାଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ ଭଦ୍ରକରେ ବେକରେ ରାଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.