ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବଡ଼ ପ୍ରତିକ୍ରିୟା; ‘ଆସନ୍ତା ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ’ Manoranjan Behera

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବିଜେପି ଟିମ୍ ଗଜପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ । ଓଟିଭିକୁ ଲେଖିଥିବା ଏକ ପ୍ରେସ ବିବୃତ୍ତି ଜରିଆରେ ଗଜପତି ମହାରାଜା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରେସ ବିବୃତ୍ତିରେ ସେ କହିଛନ୍ତି, ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରସ୍ଥ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲଯାଇ ସେଠାରେ ଗଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ମଣତି କରାଯିବ ଏବଂ ଏଏସଆଇ ଦ୍ୱାରା ରତ୍ନଭଣ୍ଡା ମରାମତି ସମ୍ପର୍କୀତ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।

ସେ ଆହୁରି କହିଛନ୍ତି ଯେ ଏଥିପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଟ ମସୟ ହୋଇପାରିବ । କାରଣ ଏହାପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥା। ଯାତ୍ରୀ ଏବଂ ଦର୍ଶନାଥୀଙ୍କ ସଂଖ୍ୟା ମଦ୍ୟ ଅପେକ୍ଷାକୃତ କମ ଥାଏ ।

 



from Latest Odisha News, Breaking News Today | Top Updates on Corona - OTV News https://ift.tt/zDQyBwu
ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବଡ଼ ପ୍ରତିକ୍ରିୟା; ‘ଆସନ୍ତା ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ’ Manoranjan Behera ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବଡ଼ ପ୍ରତିକ୍ରିୟା; ‘ଆସନ୍ତା ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ’ Manoranjan Behera Reviewed by SUBHENDU BARAL on October 19, 2023 Rating: 5

No comments:

Powered by Blogger.