ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର : ଆସିଲାନି ୧୦୮ ଆମ୍ବୁଲାନ୍ସ , ଜ୍ୱରରେ ପୀଡିତ ସ୍ତ୍ରୀଙ୍କୁ ଟ୍ରଲିରେ ମେଡିକାଲ ନେଲେ ସ୍ୱାମୀ Kanak News

କନକ ବ୍ୟୁରୋ : ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାରର ବିଳକ ଚିତ୍ର । ଆସିଲାନି ୧୦୮ ଆମ୍ବୁଲାନ୍ସ । ଟ୍ରଲିରେ ପତ୍ନିଙ୍କୁ ମେଡିକାଲ ନେଲେ ସ୍ୱାମୀ । ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରସୁଲପୁର ବ୍ଲକର ଗୋପାଳପୁର ଗାଁର ଟ୍ରଲି ଚାଳକ ଇଶ୍ୱର ମଲ୍ଲିକଙ୍କ ସ୍ତ୍ରୀ ଜ୍ୱରରେ ପୀଡିତଥିଲେ । ଜ୍ୱର ବଢିବାରୁ ସେ ଆମ୍ବୁଲାନ୍ସ ନମ୍ବରକୁ ଫୋନ କରିଥିଲେ ।

କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା । ଫଳରେ ଏକ ଟ୍ରଲିରେ ସ୍ତ୍ରୀଙ୍କୁ ଗୋପାଳପୁରରୁ ଧର୍ମଶାଳା ମେଡିକାଲ ଆଣଥିଲେ ସ୍ୱାମୀ । ସବୁଠୁ ବଡ଼ କଥା ହେଉଛି ରାସ୍ତାରେ ଟ୍ରଲିରେ ସ୍ତ୍ରୀ ନେଇ ଯାଉଥିବା ବେଳେ ସେହିପଟେ ଆମ୍ବୁଲାନ୍ସ ପାସ କରୁଛି କିନ୍ତୁ କେହି ତାଙ୍କୁ ମେଡିକାଲ ନେଇନଥିଲେ । ଶେଷରେ ସ୍ତ୍ରୀ ଚଗଲି ମଲ୍ଲିକଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଛନ୍ତି ଇଶ୍ୱର ।

The post ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର : ଆସିଲାନି ୧୦୮ ଆମ୍ବୁଲାନ୍ସ , ଜ୍ୱରରେ ପୀଡିତ ସ୍ତ୍ରୀଙ୍କୁ ଟ୍ରଲିରେ ମେଡିକାଲ ନେଲେ ସ୍ୱାମୀ first appeared on Kanak News.



from Kanak News https://ift.tt/KVxQZpR https://ift.tt/WpGCi9R
ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର : ଆସିଲାନି ୧୦୮ ଆମ୍ବୁଲାନ୍ସ , ଜ୍ୱରରେ ପୀଡିତ ସ୍ତ୍ରୀଙ୍କୁ ଟ୍ରଲିରେ ମେଡିକାଲ ନେଲେ ସ୍ୱାମୀ Kanak News ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର : ଆସିଲାନି ୧୦୮ ଆମ୍ବୁଲାନ୍ସ , ଜ୍ୱରରେ ପୀଡିତ ସ୍ତ୍ରୀଙ୍କୁ ଟ୍ରଲିରେ ମେଡିକାଲ ନେଲେ ସ୍ୱାମୀ Kanak News Reviewed by SUBHENDU BARAL on October 05, 2023 Rating: 5

No comments:

Powered by Blogger.