ଡକୟତ ଅଭଯଗର ସଆରପଏଫ ଯବନ ଗରଫ : ପଲସ ପରଚୟ ଦଇ ଲକଙକଠ ଲଟଥଲ Kanak News

କନକ ବ୍ୟୁରୋ : ଡକାୟତି ଅଭିଯୋଗରେ ସିଆରପିଏଫ ଯବାନ ଗିରଫ । କୋରାପୁଟ ଜିଲ୍ଲା ପାଡୁୱା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡକାୟତ ଅଭିଯୋଗରେ ସିଆରପିଏଫ ଯବାନ ରାଜକୁମାର ଜୈନ ଓ ତାଙ୍କ ସହଯୋଗୀ ସୟଦ ବାଜି ନୁରୁଦ୍ଦିନ ଗିରଫ କରିଛି ପୁଲିସ ।

ସେମାନଙ୍କ ନିକଟରୁ ୯ଟି ମୋବଇଲ, ସ୍କୁଟି, ୪ ହଜାର ୫୦୦ ନଗଦ ଟଙ୍କା, ୨ଟି ୱାକିଟକି ଓ ଜଙ୍ଗଲରେ ଅପରେସନ ବେଳର ଟୋପି ଜବତ ହୋଇଛି । ଆନ୍ଧ୍ର ଏବଂ ଓଡିଶା ସୀମାରେ ପୁଲିସର ପରିଚୟ ଦେଇ ଏମାନେ ଲୋକଙ୍କଠାରୁ ଲୁଟୁଥିଲେ । ଗିରଫ ୨ ଜଣ ଆନ୍ଧ୍ର ପ୍ରଦେଶ ଆରୁକ ଅଞ୍ଚଳର ବୋଲି ଜଣାପଡିଛି । ଏମାନେ ପାଡୁଆ ଅଞ୍ଚଳର କିଛି ଯୁବକଙ୍କୁ ପିଛା କରି ପାଡୁଆ ଥାନାର ପୁଲିସ ବୋଲି ପରିଚୟ ଦେଇ ମୋବାଇଲ ଓ ଟଙ୍କା ଲୁଟ କରୁଥିଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଧରିଥିଲା ।

The post ଡକାୟତି ଅଭିଯୋଗରେ ସିଆରପିଏଫ ଯବାନ ଗିରଫ : ପୋଲିସ ପରିଚୟ ଦେଇ ଲୋକଙ୍କଠୁ ଲୁଟୁଥିଲେ first appeared on Kanak News.



from Kanak News https://ift.tt/8lMOus1 https://ift.tt/0EaKvyY
ଡକୟତ ଅଭଯଗର ସଆରପଏଫ ଯବନ ଗରଫ : ପଲସ ପରଚୟ ଦଇ ଲକଙକଠ ଲଟଥଲ Kanak News ଡକୟତ ଅଭଯଗର ସଆରପଏଫ ଯବନ ଗରଫ : ପଲସ ପରଚୟ ଦଇ ଲକଙକଠ ଲଟଥଲ Kanak News Reviewed by SUBHENDU BARAL on July 03, 2023 Rating: 5

No comments:

Powered by Blogger.