ସେଲ୍ଫ ଫାଇନାନ୍ସିଂ କୋର୍ସର ରିୟଲିଟି ଚେକ୍ Chandan Shishu

ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ଏହି କୋର୍ସଗୁଡିକରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/NmthxMI
ସେଲ୍ଫ ଫାଇନାନ୍ସିଂ କୋର୍ସର ରିୟଲିଟି ଚେକ୍ Chandan Shishu ସେଲ୍ଫ ଫାଇନାନ୍ସିଂ କୋର୍ସର ରିୟଲିଟି ଚେକ୍ Chandan Shishu Reviewed by SUBHENDU BARAL on April 22, 2022 Rating: 5

No comments:

Powered by Blogger.