ମେଷ–ଆଜିର ଗ୍ରହ ସ୍ଥିତି ଆପଣଙ୍କୁ ଉଚ୍ଚାସନ, ନୂତନ କର୍ମନିଯୁକ୍ତି, ଶୁଭଖବରଏବଂ ଆତ୍ମୀୟଙ୍କ ଆଦର ଗୌରବ ପ୍ରାପ୍ତ କରାଇବ । ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରାଇବେ ।ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବିଦ୍ୟା ଆହୋରଣ କରିବେ ।
କର୍ମଜୀବି- ଅର୍ଥ ହାନୀହେବ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
ଗୃହିଣୀ-ସଜାସଜିରେବ୍ୟସ୍ତରହିବେ ।
ବୃଷ–ଦିନଟି ସବୁ ଦିଗରୁ ଶୁଭଫଳ ଦେବ ।ବିଭିନ୍ନ ସ୍ତରରେ ପୂର୍ବରୁ ସମସ୍ୟା ରହିଥିଲେ ମଧ୍ୟ ପରିବାରର ସହମତିରେ କାମକଲେ ଉପକୃତ ନିଶ୍ଚୟ ହେବେ ।ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଲୋକସମ୍ପର୍କ ବଢିବ । ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୨ ।
ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ ।
ବ୍ୟବସାୟୀ-ଅର୍ଥ ଲାଭହେବ ।
ଗୃହିଣୀ-ଘର କାମରେବ୍ୟସ୍ତରହିବେ ।
ମିଥୁନ – ଶୁକ୍ରଙ୍କ ଦ୍ୱାରା ସଂଘଟିତ ବିପରୀତ ରାଜଯୋଗ ପ୍ରଭାବରେ ଆରୋଗ୍ୟ ଲାଭ, ବନ୍ଧୁଙ୍କ ସ୍ନେହ, ଆଦର ଓ ବିଳାସ ଉପକରଣ ପାଇଖୁସି ହେବେ । ପାରିବାରିକ ବୁଝାମଣା ମାଧ୍ୟମରେ ସୁଖଶାନ୍ତି ଫେରି ଆସିବ ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୧ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
କର୍ମଜୀବି- କରତ୍କର୍ମାହେବେ ।
ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।
ରୋଗୀ- ବ୍ୟାୟାମ୍କରିବାଉଚିତ୍ ।
ଚାଷୀ-କୌଣସିସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
କର୍କଟ–ଆଜିଶ୍ରୀଚନ୍ଦ୍ର ଆପଣଙ୍କ ଉଚ୍ଚ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତାବୃଦ୍ଧି, ବିବାଦର ସମାଧାନ କରିବା ଦିଗରେ ସହାୟକ ହେବ । ନିଜରାଶିରେ ମଙ୍ଗଳ ଓ ସ୍ୱଗୃହାଭିମୁଖୀଚନ୍ଦ୍ର ଆପଣଙ୍କୁମାନସିକସୁସ୍ଥତା ପ୍ରଦାନ କରିବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୫ ।
ଗୃହିଣୀ- ଧର୍ଯ୍ୟବାନ୍ହେବେ ।
ବ୍ୟବସାୟୀ- ଲୋକପ୍ରିୟତାମିଳିବ ।
କର୍ମଜୀବି- କର୍ମଚଞ୍ଚଳରହିବେ ।
ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।
ରୋଗୀ-ସତର୍କତାର ଦିନ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।
ସିଂହ –ତୃତୀୟାଧିପତି ଦ୍ୱାଦଶସ୍ଥହେବାରୁ ସ୍ୱଜନ, ସମ୍ପର୍କୀୟଏବଂଭାଇବନ୍ଧୁ ପ୍ରମୁଖଙ୍କସୁସମ୍ପର୍କରହି ନ ପାରେ ।ସାଧାରଣ କଥାକୁକେନ୍ଦ୍ରକରିକିମ୍ବା ଅର୍ଥ ସମ୍ପର୍କକୁନେଇବାକ୍ଯୁଦ୍ଧ ଲାଗିବାର ଆଶଙ୍କାରହିଛି ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।
ଗୃହିଣୀ- ମାନସିକଶାନ୍ତି ପାଇବେ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
କର୍ମଜୀବି-ସହଯୋଗମିଳିବ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ ।
ରୋଗୀ- ବ୍ୟାୟାମ୍କରିବାଉଚିତ୍ ।
ଚାଷୀ- ଉତ୍ତମ ଫଳ ପାଇବେ ।
କନ୍ୟା– ଆଜି ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ, କିନ୍ତୁ ଶୁକ୍ରଙ୍କ ଶୁଭତ୍ୱରୁ ନୂତନ ବସ୍ତ୍ରଭୂଷଣଓ ଧାତୁ ଅଳଙ୍କାର କ୍ରୟ କରିପାରନ୍ତି । ଆଶା ଓ ଅଭିଳାଷ ପୂରଣ ଦିଗରେ ବନ୍ଧୁମାନେ ସାହାର୍ଯ୍ୟ କରିବେ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୩ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଜ୍ଞହେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ଧୈର୍ଯ୍ୟବାନ୍ ହେବେ ।
ତୁଳା–ଶୁକ୍ର ଓ ଚନ୍ଦ୍ରକେନ୍ଦ୍ରସ୍ଥାନରେରହି ଆପଣଙ୍କୁସାମଗ୍ରିକସୁଖ, ସୁବିଧାଯୋଗାଇକାର୍ଯ୍ୟସାଧିତକରାଇବେ ।ବ୍ୟବସାୟ ଓ ପାରିବହନରେସଂକଟ ଦୂରେଇଯିବକିନ୍ତୁ ଆଶାଜନକଲାଭ ନ ହୋଇପାରେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୮ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣଶକ୍ତିବଢାଇଥାଏ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ସଫଳତାହାତଛଡାହୋଇଯିବ ।
ଗୃହିଣୀ-ସୁଖ ଅନୁଭବକରିବେ ।
ବିଛା–କର୍ମସ୍ଥାନରେରାହୁ ଓ ପାରିବାରସ୍ଥାନରେଏକାଧିକଗ୍ରହଜନିତକାରଣରୁକର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଓ ପାରିବାରିକ ଅଶାନ୍ତିସୃଷ୍ଟିହେବ ।ଶନିଙ୍କ ପ୍ରଭାବ ପାଇଁବହୁକାର୍ଯ୍ୟବିଳମ୍ବରେହେବ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୪ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ପ୍ରଚୁରଲାଭହେବ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
ରୋଗୀ- ରୋଗରୁମୁକ୍ତହୋଇପାରନ୍ତି ।
ଚାଷୀ- କ୍ଳାନ୍ତି ଅନୁଭବକରିବେ ।
ଧନୁ –ଚନ୍ଦ୍ରଙ୍କସ୍ଥିତି ପ୍ରଭାବରେ ଆପଣଙ୍କବିଚାରଧାରାର ପରିବର୍ତ୍ତନ ପ୍ରତ୍ୟେକକ୍ଷେତ୍ରରେ ଅଶାନ୍ତ ପରିସ୍ଥିତିସୃଷ୍ଟିକରିବ । ଆନୁଷ୍ଠାନିକକ୍ଷେତ୍ର, ଶିଳ୍ପ, ବାଣିଜ୍ୟକ୍ଷେତ୍ରରେଲାଭହୋଇପାରେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୭ ।
ଗୃହିଣୀ- ମାନସିକଶାନ୍ତି ପାଇବେ ।
ବ୍ୟବସାୟୀ- ଲୋକପ୍ରିୟତାମିଳିବ ।
କର୍ମଜୀବୀ- ବିଦେଶରେ ଥିଲେ ଅସୁବିଧା ଦେଖା ଦେବ ।
ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ଅଳସୁଆଲାଗିପାରେ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।
ମକର– ପ୍ରିୟଜନଙ୍କସାନ୍ନିଧ୍ୟ ଲାଭକରିଖୁସିରହିବାସହ ଯାହା ଆଶାକରୁଛନ୍ତିତାହା ଅବଶ୍ୟ ପାଇବେ । ଯିଏଯେତେଶତ୍ରୁତାକରି ପ୍ରତିବନ୍ଧକସୃଷ୍ଟିକଲେ ମଧ୍ୟ ଆପଣଙ୍କରକୌଣସିକ୍ଷତିହେବ ନାହିଁ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୨ ।
ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।
ରୋଗୀ- ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତିସଜାଗରହିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତାହାତଛଡାହୋଇଯିବ ।
ଗୃହିଣୀ-ପୂଜା ପାଠରେବ୍ୟସ୍ତରହିବେ ।
from Prameya News7 https://ift.tt/2YaS2vQ
No comments: