ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୯୧୪ ପଜିଟିଭ୍ : ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ Kanak News

କନକ ବ୍ୟୁରୋ : ରାଜ୍ୟରେ ଆଜି ୮୯୧୪ ପଜିଟିଭ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ଚିହ୍ନଟ ଅଛନ୍ତି । ଅନୁଗୁଳ ୩୩୧, ବାଲେଶ୍ୱର ୧୭୯, ବରଗଡ ୪୫୨, ଭଦ୍ରକ ୩୫୧, ବଲାଙ୍ଗୀର ୨୯୧, ବୌଦ୍ଧ ୧୭୫, କଟକ ୫୮୭, ଦେବଗଡ ୧୦୩, ଢେଙ୍କାନାଳ ୧୪୯, ଗଜପତି ୨୬୨, ଜଗତସିଂହପୁର ୧୦୯, ଯାଜପୁର ୨୩୨, ଝାରସୁଗୁଡା ୩୦୪, କଳାହାଣ୍ଡି ୨୩୬, କନ୍ଧମାଳ ୬୨, କେନ୍ଦ୍ରାପଡା ୧୩୨, କେନ୍ଦୁଝର ୧୦୪, କୋରାପୁଟ ୧୪୫, ମାଲକାନଗିରି ୭୩, ମୟୂରଭଞ୍ଜ ୧୩୪, ନବରଙ୍ଗପୁର ୪୩୩, ନୟାଗଡ ୧୯୪, ନୂଆପଡା ୨୭୮, ପୁରୀ ୫୩୦, ରାୟଗଡା ୧୫୭, ସମ୍ବଲପୁର ୫୨୦, ସୋନପୁର ୧୨୧, ସୁନ୍ଦରଗଡ ୫୯୨ ଓ ଷ୍ଟେଟ ପୋଲରୁ ୨୫୫ ଚିହ୍ନଟ ହୋଇଛନ୍ତି ।



from Kanak News https://ift.tt/2PHyBqu https://ift.tt/3lHccFl
ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୯୧୪ ପଜିଟିଭ୍ : ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ Kanak News ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୯୧୪ ପଜିଟିଭ୍ : ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ Kanak News Reviewed by SUBHENDU BARAL on May 02, 2021 Rating: 5

No comments:

Powered by Blogger.