ପଶ୍ଚିମବଙ୍ଗ ନିର୍ବାଚନ : ୪୦ ଆସନରେ ଟିଏମସି ଆଗରେ, ବିଜେପି ୩୫ଟିରେ ଆଗୁଆ

ନୂଆଦିଲ୍ଲୀ , ୦୨।୦୫: ଚାଲିଛି ଭୋଟ୍ ଗଣତି । ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଗଣତି । କିଏ ଜିତିବ ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ତେବେ ପଶ୍ଚିମବଙ୍ଗରେ ଟ୍ରେଣ୍ଡ୍ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି ।

ଏବେ ପଶ୍ଚିମବଙ୍ଗର ୪୦ଟି ଆସନରେ ଟିଏମସି ଆଗୁଆ ରହିଥିବା ବେଳେ ବିଜେପି ୩୫ଟି ଆସନରେ ଆଗୁଆ ରହିଛି । ତେବେ କଂଗ୍ରେସ, ବାମଦଳ କିମ୍ବା କୌଣସି ସ୍ୱାଧିନ ପ୍ରାର୍ଥୀ ଏବେସୁଦ୍ଧା ଖାତା ଖୋଲିପାରି ନାହାଁନ୍ତି ।

ଯାହା ଅନୁମାନ କରାଯାଉଥିଲା ପଶ୍ଚିମବଙ୍ଗରେ ତାହା ଦେଖିବାକୁ ମିଳୁଛି । ଉଭୟ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । କିଏ ଜିତିବ ତାହା ମଧ୍ୟ କହିବା କଷ୍ଟକର । ଆଗକୁ ଏହି ଟ୍ରେଣ୍ଡ୍ ବଦଳିପାରେ ।



from Prameya News7 https://ift.tt/3ubaq2B
ପଶ୍ଚିମବଙ୍ଗ ନିର୍ବାଚନ : ୪୦ ଆସନରେ ଟିଏମସି ଆଗରେ, ବିଜେପି ୩୫ଟିରେ ଆଗୁଆ ପଶ୍ଚିମବଙ୍ଗ ନିର୍ବାଚନ : ୪୦ ଆସନରେ ଟିଏମସି ଆଗରେ, ବିଜେପି ୩୫ଟିରେ ଆଗୁଆ Reviewed by SUBHENDU BARAL on May 01, 2021 Rating: 5

No comments:

Powered by Blogger.