ମଣିଷ କେତେ ଉଗ୍ର ହୋଇପାରେ !! ଭାଇକୁ ଟାଙ୍ଗିଆରେ ହାଣିବା ପରେ ଆତ୍ମହତ୍ୟା କଲା ବଡଭାଇ Kanak News

କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଭାଇକୁ ଟାଙ୍ଗିଆରେ ହାଣିବା ପରେ ଆତ୍ମହତ୍ୟା କଲା ବଡ ଭାଇ । ସମ୍ବଲପୁର ଶାସନ ଥାନା ଝରଘାଟି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । କୌଣସି କଥାକୁ ନେଇ ସାନ ଭାଇ ରମେଶ ଖଡିଆ ଓ ବଡ ଭାଇ ନିର୍ମଳ ଖଡିଆଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏଥିରେ ରାଗିଯାଇ ନିର୍ମଳ ଏକ ଟାଙ୍ଗିଆରେ ରମେଶକୁ ଟାଙ୍ଗିରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ରମେଶକୁ ସମ୍ବଲପୁର ମେଡିକାଲରେ ଭର୍ତି କରାଯାଇଛି । ଏପଟେ ଭୟରେ ବଡ ଭାଇ ନିର୍ମଳ ମାଆଙ୍କ ଶାଢିରେ ଘରେ ଆତ୍ମହତ୍ୟା କରିଛନ୍ତି ।



from Kanak News https://ift.tt/3a7NVS1 https://ift.tt/35nwZVG
ମଣିଷ କେତେ ଉଗ୍ର ହୋଇପାରେ !! ଭାଇକୁ ଟାଙ୍ଗିଆରେ ହାଣିବା ପରେ ଆତ୍ମହତ୍ୟା କଲା ବଡଭାଇ Kanak News ମଣିଷ କେତେ ଉଗ୍ର ହୋଇପାରେ !! ଭାଇକୁ ଟାଙ୍ଗିଆରେ ହାଣିବା ପରେ ଆତ୍ମହତ୍ୟା କଲା ବଡଭାଇ Kanak News Reviewed by SUBHENDU BARAL on February 24, 2020 Rating: 5

No comments:

Powered by Blogger.