ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବଡ ମେଡିକାଲ କଲେଜର କନିଷ୍ଠ କିରାଣୀ

ବ୍ରହ୍ମପୁର ୧୭।୯: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବଡ ମେଡିକାଲ କଲେଜର କନିଷ୍ଠ କିରାଣୀ । କନିଷ୍ଠ କିରାଣୀ ଅଜିତ୍ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢାଉ । ଆମ୍ବପୁଆସ୍ଥିତ ବାସଭବନ, ଗଜପତିନଗର ୭ମ ଲାଇନ୍‌ରେ ଥିବା ଘର, ଲାଞିପଲ୍ଲୀ ଘର, ଲାଞିପଲ୍ଲୀ ଠାରେ ଥିବା ଚନ୍ଦନ ଟ୍ରେଡର୍ସ ଏବଂ ମେଡିକାଲ କଲେଜ ଅଫିସରେ ଚଢାଉ  । ସ୍ବତନ୍ତ୍ର ଭିଜିଲାନ୍ସ ଜର୍ଜଙ୍କ ସର୍ଚ୍ଚ ୱାରେଣ୍ଟ୍ ବଳରେ ଚଢାଉ  । ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁଙ୍କ ସୂଚନା ।



from Prameya News7 https://ift.tt/31uePzw
ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବଡ ମେଡିକାଲ କଲେଜର କନିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବଡ ମେଡିକାଲ କଲେଜର କନିଷ୍ଠ କିରାଣୀ Reviewed by SUBHENDU BARAL on September 16, 2019 Rating: 5

No comments:

Powered by Blogger.