ରେଡ଼ିଏଣ୍ଟ କ୍ୟାସ ମ୍ୟାନଜମେଣ୍ଟ ଆକାଉଣ୍ଟରୁ ୪୦ ଲକ୍ଷ ଟଂକା ଲୁଟ ଘଟଣା ରେ ୨ ଗିରଫ

ଭୁବନେଶ୍ଵର;୧୩/୧୧- ରେଡ଼ିଏଣ୍ଟ କ୍ୟାସ ମ୍ୟାନଜମେଣ୍ଟ ଆକାଉଣ୍ଟରୁ ୪୦ ଲକ୍ଷ ଟଂକା ଲୁଟ ଘଟଣା । ୨ ଅଭିଯୁକ୍ତଂକ ଠାରୁ ୩୯ ଲକ୍ଷ ଟଂକା ଜବଦ । ଏଇ ଘଟଣାରେ କଂପାନୀର  ଆହୁରି କିଛି କର୍ମଚାରୀ ସଂପୃକ୍ତି ଥବା ନେଇ ସନ୍ଦେହ ।୨ ଅଭିଯୁକ୍ତଂକୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ଼ ।



from News7 https://ift.tt/2zQ5nd9
ରେଡ଼ିଏଣ୍ଟ କ୍ୟାସ ମ୍ୟାନଜମେଣ୍ଟ ଆକାଉଣ୍ଟରୁ ୪୦ ଲକ୍ଷ ଟଂକା ଲୁଟ ଘଟଣା ରେ ୨ ଗିରଫ ରେଡ଼ିଏଣ୍ଟ କ୍ୟାସ ମ୍ୟାନଜମେଣ୍ଟ ଆକାଉଣ୍ଟରୁ ୪୦ ଲକ୍ଷ ଟଂକା ଲୁଟ ଘଟଣା ରେ ୨ ଗିରଫ Reviewed by SUBHENDU BARAL on November 13, 2018 Rating: 5

No comments:

Powered by Blogger.