ନୟାଗଡ ୧୮|୧୦: ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗ । ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ସଂଧ୍ୟାରେ ଘରୁ ବାହାରକୁ ଯାଇଥିବା ବେଳେ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅପହରଣ କରି ନେବା ସମୟରେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଅଭିଯୁକ୍ତ ପ୍ରଶାନ୍ତ ଡାଭୁକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
from News7 https://ift.tt/2CQf1jH
ନୟାଗଡରେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ ; ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ
Reviewed by SUBHENDU BARAL
on
October 18, 2018
Rating:
No comments: