ଅନୁଗୋଳ ୧୮|୧୦: ଅନୁଗୋଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଦୁର୍ଘଟଣା ହୋଇଛି । ବୋଲେରୋ ଗାଡି ଉପରେ ଚଢିଯାଇଛି ଡମ୍ପର । ଫଳରେ ବୋଲେରୋ ଡ୍ରାଇଭର ବିକ୍ରମ ପ୍ରଧାନଙ୍କ ସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଅଗ୍ନିଶମ ଏବଂ ଏମସିେଲ କମ୍ପାନୀ କର୍ମଚାରୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ଉଭୟଙ୍କୁ ପ୍ରଥମେ ସେଣ୍ଟ୍ରାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆମିକ୍ସ ନାମକ ଏକ କମ୍ପାନୀରେ କାମ କରୁଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି ।
from News7 https://ift.tt/2CsSwAi
ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଦୁର୍ଘଟଣା ; ବୋଲେରୋ ଉପରେ ଚଢିଗଲା ଡମ୍ଫର, ୨ଜଣ ଗୁରୁତର
Reviewed by SUBHENDU BARAL
on
October 18, 2018
Rating:
No comments: