କଳାହାଣ୍ଡି ୨୩/୧୦ : ଶହେ ଫୁଟ ଉଚ୍ଚରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଚହଗାଁ ମୋବାଇଲ ଟାଓରରୁ ମୃତ ଦେହ ଉଦ୍ଧାର । ମୃତକ ଚହଗାଁର ୨୪ ବର୍ଷୀୟ କୁଶ ଜାଲ ବୋଲି ଜଣାପଡିଛି । ପ୍ରେମ ସଂପର୍କକୁ ନେଇ ବିଷ ପାନ କରି ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ସୁଚନା ମିଳିଛି । ଅଗ୍ନିଶମ ବିଭାଗ ଦ୍ବାରା ଶବ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।
from News7 https://ift.tt/2yygSWJ
ମୋବାଇଲ ଟାଓରରୁ ଯୁବକଙ୍କ ମୃତଦେହ ଉଦ୍ଧାର
Reviewed by SUBHENDU BARAL
on
October 23, 2018
Rating:
No comments: