ନୂଆଦିଲ୍ଲୀ, ୨୯/୦୩: ଦେଶ ମଧ୍ୟରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ କୋଭିଡ୍ ନିୟମ ପାଳନକରି ହୋଲି ଉତ୍ସବରା ଆୟୋଜନ କରାଯାଉଛି । ସମସ୍ତ ରାଜ୍ୟ ଲୋକଙ୍କୁ ଘରେ ରହି ହୋଲି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।
ହୋଲିକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ରାହୁଲ୍ ଗାନ୍ଧୀ ଓ ମାୟାବତୀଙ୍କ ସମେତ ଅନ୍ୟ ରାଜନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
होली के शुभ अवसर पर सभी देशवासियों को शुभकामनाएं। रंगों का त्योहार होली, सामाजिक सौहार्द का पर्व है और लोगों के जीवन में खुशी, उत्साह व आशा का संचार करता है। मेरी कामना है कि उमंग और उल्लास का यह पर्व हमारी सांस्कृतिक विविधता में निहित राष्ट्रीय चेतना को और शक्ति प्रदान करे।
— President of India (@rashtrapatibhvn) March 29, 2021
ରାଷ୍ଟ୍ରପତି ରାମନାଥ କୋବିନ୍ଦ ହୋଲି ଶୁଭକାମନା ଦେଇ କହିଛନ୍ତି ଯେ, ହୋଲି ଶୁଭ ଅବସରରେ ଦେଶବାସୀଙ୍କୁ ଶୁଭକାମନା । ରଙ୍ଗର ଉତ୍ସବ ହୋଲି, ସାମାଜିକ ସହଯୋଗର ପର୍ବ ହୋଇଥାଏ । ଏଥିସହିତ ଲୋକଙ୍କ ଜୀବନରେ ଖୁସି, ଉତ୍ସାହ ଏବଂ ଆଶାର ସଂଚାର କରିଥାଏ । ଏହା ସାଂସ୍କୃତିକ ବିବିଧତା ସହିତ ରାଷ୍ଟ୍ରୀୟ ଚେତନାକୁ ଶକ୍ତି ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି ।
आप सभी को होली की ढेर सारी शुभकामनाएं। आनंद, उमंग, हर्ष और उल्लास का यह त्योहार हर किसी के जीवन में नए जोश और नई ऊर्जा का संचार करे।
— Narendra Modi (@narendramodi) March 29, 2021
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା ଜଣାଇ କହିଛନ୍ତି, ଆପଣ ସଭିଙ୍କୁ ହୋଲିର ଢେର୍ ସାରା ଶୁଭକାମନା । ଆନନ୍ଦ, ଉମଙ୍ଗ, ହର୍ଷ ଏବଂ ଉଲ୍ଲାସର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂଆ ଜୋଶ୍ ଏବଂ ଉର୍ଜାର ସଂଚାର କରୁ ବୋଲି ସେ କହିଛନ୍ତି ।
समस्त देशवासियों को ‘होली’ के पावन पर्व की हार्दिक शुभकामनाएं।
— Amit Shah (@AmitShah) March 29, 2021
रंग-उमंग, एकता और सद्भावना का यह महापर्व आप सभी के जीवन में सुख, शांति और सौभाग्य लाए। pic.twitter.com/5ZAdWKjEJ3
ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଦେଶବାସୀଙ୍କ ବଧାଇ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ରଙ୍ଗ-ଉମଙ୍ଗ ଏକତା ଏବଂ ସଦ୍ଭାବନାର ଏହି ମହାପର୍ବ ଆପଣଙ୍କ ଜୀବନରେ ଖୁସି, ଶାନ୍ତି ଓ ସୌଭାଗ୍ୟ ଆଣିଦେଉ ।
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାହୁଲ୍ ଗାନ୍ଧୀ ଏବଂ ମାୟାବତୀ ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।
असत्य पर सत्य की विजय के महोत्सव, महापर्व होली की सभी प्रदेशवासियों को हार्दिक शुभकामनाएं।
— Yogi Adityanath (@myogiadityanath) March 29, 2021
ईश्वर से कामना है कि प्रेम, उल्लास और आनंद को समर्पित यह त्योहार हमारी एकता और सद्भावना के रंग को और अधिक प्रगाढ़ करे।
आप सभी का जीवन सुख, शांति और समृद्धि के रंगों से सराबोर हो।
हमारे देश की विविधताओं के सभी रंगों के त्यौहार होली की आप सभी को हार्दिक शुभकामनाएँ!
— Rahul Gandhi (@RahulGandhi) March 29, 2021
कोरोना गाइडलाइंस का पालन करें- सुरक्षित रहें। pic.twitter.com/QFdWk8ps9L
देश के सभी लोगों को होली के त्योहार की हार्दिक बधाई व शुभकामनाएं। कोरोना प्रकोप द्वारा देश में फिर से आतंक फैलाने के कारण सरकारी नियम-कायदों का सही से अनुपालन करते हुए ’जान है तो जहान है’ के मंत्र के तहत सादगी से सुरक्षित होली मनाने की अपील।
— Mayawati (@Mayawati) March 29, 2021
from Prameya News7 https://ift.tt/31rS1C3
No comments: