କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣରୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଅବଧିକୁ ପୁଣି ମେ ୧୭ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନରେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ ପାଇଁ ଅଲଗା ଅଲଗା କୋହଳ ବ୍ୟବସ୍ଥା ମଧ୍ୟ ହୋଇଛି ।
ଏହାରି ଭିତରେ ତାଲାବନ୍ଦରେ ଥିବା ଲୋକେ ଘରୁ ବାହାରକୁ ବାହାରି ପାରୁନଥିବାରୁ ଇଂଟରନେଟର ବ୍ୟବହାର ବଢିଯାଇଛି । ବିଶେଷ କରି ଗୁଗୁଲ ପରି ଇଂଟରନେଟ ସର୍ଚ୍ଚ ଇଞ୍ଜିନର କିଭଳି ବ୍ୟବହାର କରିଛନ୍ତି ଭାରତୀୟ, ତାର ଏକ ତଥ୍ୟ ଆସିଛି । କେଉଁ ଶବ୍ଦ ଅଧିକ ଥର ସର୍ଚ୍ଚ କରାଯାଇଛି ସେ ବାବଦରେ ତଥ୍ୟଦେଇଛି ଗୁଗୁଲ ।
from Kanak News https://ift.tt/3fdCBH0 https://ift.tt/3feiRTJ
ତାଲାବନ୍ଦ ବେଳେ ଗୁଗୁଲରୁ କଣ ଖୋଜୁଛନ୍ତି ଦେଶବାସୀ? କେଉଁ ଶବ୍ଦ ଖୋଜାଯାଇଛି ସୂଚନା ଦେଲା ସର୍ଚ୍ଚ ଇଂଜିନ୍ Kanak News
Reviewed by SUBHENDU BARAL
on
May 01, 2020
Rating:
No comments: