କରୋନା ଯୋଦ୍ଧା: ୮ ମାସର ଗର୍ଭବତୀ ଥାଇ ବି କୋଭିଡ୍-୧୯ ମୁକାବିଲାରେ ଆଗୁଆ ଆଶା ଦିଦି OTV KHABAR BUREAU

ଯାଜପୁର: କରୋନା ଯୁଦ୍ଧରେ ଆଶା ଦିଦି।  ୮ ମାସର ଗର୍ଭବତୀ ଥାଇ ବି ସେ ନିଜ କର୍ତ୍ତବ୍ୟ କରିଚାଲିଛନ୍ତି। କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ।

କରୋନା ଯୁଦ୍ଧରେ ଏପରି ଜଣେ ଯୋଦ୍ଧା ହେଲେ ଯାଜପୁର ବିଞ୍ଝାରପୁର ଫତେପୁର ପଞ୍ଚାୟତ ମଲିଆ ଗାଁର ଆଶା କର୍ମୀ ମମତା ସାହୁ।

୮ ମାସର ଗର୍ଭବତୀ ଥାଇ ବି ସେ କରୋନା ସଂପର୍କରେ ଲୋକଙ୍କୁ ସଚେତନା କରୁଛନ୍ତି। ମମତାଙ୍କର ଏକ ଛୋଟ ଝିଅ ମଧ୍ୟ ରହିଛି। ଝିଅର ଅଳି ଅର୍ଦ୍ଦଳିକୁ ପଛରେ ପକାଇ ସେ ପ୍ରତିଦିନ ଘରୁ ବାହାରୁ ଯାଆନ୍ତି ଲୋକଙ୍କୁ ସଚେତନ କରିବା ପାଇଁ ମମତାଙ୍କର ଏଭଳି କାମକୁ ଗାଁ ଲୋକେ ପ୍ରଶଂସା କରିଛନ୍ତି।



from OTV Khabar. https://ift.tt/2xdYOnu
କରୋନା ଯୋଦ୍ଧା: ୮ ମାସର ଗର୍ଭବତୀ ଥାଇ ବି କୋଭିଡ୍-୧୯ ମୁକାବିଲାରେ ଆଗୁଆ ଆଶା ଦିଦି OTV KHABAR BUREAU କରୋନା ଯୋଦ୍ଧା: ୮ ମାସର ଗର୍ଭବତୀ ଥାଇ ବି କୋଭିଡ୍-୧୯ ମୁକାବିଲାରେ ଆଗୁଆ ଆଶା ଦିଦି OTV KHABAR BUREAU Reviewed by SUBHENDU BARAL on April 25, 2020 Rating: 5

No comments:

Powered by Blogger.