ଭୁବନେଶ୍ୱରରେ ଏବେ କ’ଣ ଖୋଲା କ’ଣ ବନ୍ଦ…

ଭୁବନେଶ୍ୱର ୨୯।୦୪: କରୋନା ମୁକାବିଲା ପାଇଁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ ଜାରି ରହିଛି । ଲକ୍ ଡାଉନ୍ ପାଇଁ ଏବେ କିଛି ଅତ୍ୟାବଶ୍ୟକ ଦୋକାନ ଯଥା ଔଷଧ, ଗ୍ରୋସରୀ, ପନିପରିବା, ଫଳ, ମାଛ, ମାଂସ ଦୋକାନ ଖୋଲା ରହିଛି । ପେଟ୍ରୋଲ ପମ୍ପ, ଗ୍ୟାରେଜ, ବ୍ୟାଙ୍କ ଓ ପୋଷ୍ଟ ଅଫିସ ସେବା ମଧ୍ୟ ଚାଲୁ ରହିଛି । ଆଗାମୀ ଦିନରେ ଭୁବନେଶ୍ୱରରେ ଲକଡାଉନକୁ କିଛି କ୍ଷେତ୍ର ପାଇଁ କୋହଳ କରାଯିବ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।  ସ୍ଥିତି ଅନୁଧ୍ୟାନ ପରେ ବିଏମ୍ ସି ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । କେଉଁ ଦୋକାନ ଖୋଲା ରହିବ, କିଏ ବନ୍ଦ ରହିବ  ଏଥିରେ ଉଲ୍ଲେଖ ରହିଛି । ବିଏମ୍ ସିର ଗାଇଡଲାଇନ ଅନୁସାରେ ଆସନ୍ତୁ ଜାଣିବା କଣ ରହିବ ଖୋଲା କଣ ରହିବ ବନ୍ଦ



from Prameya News7 https://ift.tt/2KF0qtz
ଭୁବନେଶ୍ୱରରେ ଏବେ କ’ଣ ଖୋଲା କ’ଣ ବନ୍ଦ… ଭୁବନେଶ୍ୱରରେ ଏବେ କ’ଣ ଖୋଲା କ’ଣ ବନ୍ଦ… Reviewed by SUBHENDU BARAL on April 28, 2020 Rating: 5

No comments:

Powered by Blogger.