ବର୍ଷର ଶେଷ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ଯାଇଛି। ଏହି ଗ୍ରହଣ ଭାରତବର୍ଷରେ ଖଣ୍ଡଗ୍ରାସ ଭାବେ ଦେଖାଦେବ। ଗ୍ରହଣ ଗୁଜରାଟର ଦ୍ୱାରିକାରେ ଆରମ୍ଭ ହୋଇଯାଇଛି। ଏହାବ୍ୟତୀତ ଦକ୍ଷିଣ ଭାରତର କେତେକ ରାଜ୍ୟ ଯଥା କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ମଧ୍ୟ ଆରମ୍ଭ ହୋଇଯାଇଛି।
ଗତ ରାତି ଅର୍ଥାତ୍ ୨୫ ଡିସେମ୍ବର ରାତିରୁ ସୂର୍ଯ୍ୟଗ୍ରହଣର ନୀତି ଲାଗୁ ହୋଇ ଯାଇଛି। ରାତିରୁ ପାକନିଷେଧ କରାଯାଇଛି। ସୂର୍ଯ୍ୟୋପରାଗ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି। ତେବେ ଆସନ୍ତୁ ଦେଖିବା କେଉଁଠି କେମିତି ଅଛି ସୂର୍ଯ୍ୟଙ୍କ ସ୍ଥିତି।
from OTV Khabar. https://ift.tt/2SoYw59
ସୂର୍ଯ୍ୟୋପରାଗ; କେଉଁଠି ଦିଶୁଛି କେମିତି Minati Mishra
Reviewed by SUBHENDU BARAL
on
December 25, 2019
Rating:
No comments: