ଭିଜିଲାନ୍ସ ପଞ୍ଝାରେ କୋଟିପତି ଫରେଷ୍ଟର, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ

ବାଲିଗୁଡା ୨୭।୧୨: ଭିଜିଲାନ୍ସ ପଞ୍ଝାରେ କୋଟିପତି ଫରେଷ୍ଟର । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଫରେଷ୍ଟର କୈଳାସ ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି ।

କନ୍ଧମାଳ ସମେତ ବ୍ରହ୍ମପୁର ଓ ପୁରୀ ସ୍ଥିତ ବାସଭବନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍  । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛି ।



from Prameya News7 https://ift.tt/2EWNsEt
ଭିଜିଲାନ୍ସ ପଞ୍ଝାରେ କୋଟିପତି ଫରେଷ୍ଟର, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ ଭିଜିଲାନ୍ସ ପଞ୍ଝାରେ କୋଟିପତି ଫରେଷ୍ଟର, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ Reviewed by SUBHENDU BARAL on December 26, 2019 Rating: 5

No comments:

Powered by Blogger.