ବିକ୍ରି ହେଲା ତାଳଚୁଆରେ ଧରାହୋଇଥିବା ବିରଳ ମୟୁର ମାଛ : ଜାଣନ୍ତୁ କେତେ ରହିଛି ମୁଲ୍ୟ

ପଟ୍ଟାମୁଣ୍ଡାଇ ୧୧ବିକ୍ରି ହେଲା ବିରଳ ମୟୁର  ମାଛ । କେନ୍ଦ୍ରପଡା ଜିଲ୍ଲା ରାଜନଗର ତାଳଚୁଆରେ ଧରାହୋଇଥିଲା ବିରଳ ପ୍ରଜାତିର ମୟୁର ମାଛ ।

ଶୁକ୍ରବାର ଦିନ ତାଳଚୁଆରେ ମଦନ ଜଗନ୍ନାଥ ଟ୍ରଲର ମାଛ ମାରୁଥିବା ବେଳେ ଏକ ବିରଳ ବିରଳ ମୟୁର  ମାଛଟି ଜାଲରେ ପଡିଥିଲା । ବିରଳ ମୟୁର ମାଛକୁ ଦୀଘା ରେ ଅକ୍ସନ କରିବା ପରେ ୧ ଲକ୍ଷ ୭୨  ହଜାର ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି । ମାଛଟି ୨୨କେଜି ଥିବା ବେଳେ ଏହା ଏକ ବିରଳ ମାଛ ହୋଇଥିବାରୁ ଚେନ୍ନାଇ ର ଏକ ଔଷଧ କମ୍ପାନୀ କିଣିଥିବା ସୂଚନା।



from Prameya News7 https://ift.tt/2C3yZp1
ବିକ୍ରି ହେଲା ତାଳଚୁଆରେ ଧରାହୋଇଥିବା ବିରଳ ମୟୁର ମାଛ : ଜାଣନ୍ତୁ କେତେ ରହିଛି ମୁଲ୍ୟ ବିକ୍ରି ହେଲା ତାଳଚୁଆରେ ଧରାହୋଇଥିବା ବିରଳ ମୟୁର ମାଛ : ଜାଣନ୍ତୁ କେତେ ରହିଛି ମୁଲ୍ୟ Reviewed by SUBHENDU BARAL on November 01, 2019 Rating: 5

No comments:

Powered by Blogger.