ସମ୍ବଲପୁର ୨୧|୮: ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୩୧ ଫୁଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୬୩ ହଜାର ୭୯୬ କ୍ୟୁସେକ୍ ଜଳ । ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୮୨ ହଜାର ୮୬୬ କ୍ୟୁସେକ୍ ଜଳ । ବାମ ପାର୍ଶ୍ବରେ ୩ ଓ ଦକ୍ଷିଣ ପାର୍ଶ୍ବରେ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
from Prameya News7 https://ift.tt/2Z3EPEB
ହୀରାକୁଦ ଜଳଭଣ୍ଡାର ଅପଡେଟ୍ : ୪ଟି ଗେଟ୍ ଦେଇ ଜଳ ନିଷ୍କାସନ, ଜଳସ୍ତର ୬୧୯.୩୧ ଫୁଟ୍
Reviewed by SUBHENDU BARAL
on
August 20, 2019
Rating:
No comments: