ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ ଆସୁ ଆସୁ ବଢ଼ିଲା ପେଟ୍ରୋଲ ଦାମ। ଲୋକେ ଆଶା କରିଥିଲେ ମହଙ୍ଗା ମାଡ଼ରୁ ତ୍ରାହି ମିଳିବ। ହେଲେ ତାର ଓଲଟା ହୋଇଛି।
ତେଲ ପାଇଁ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ପେଟ୍ରୋଲ ଦାମ ଲିଟର ପିଛା ୨ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨ ଟଙ୍କା ୩୦ ପଇସା ବଢ଼ିଛି। ବଜେଟ୍ରେ ପେଟ୍ରୋଲ ଓ ଡିଜେଲ୍ ଉପରେ ୧ ଟଙ୍କାର ସେସ୍ ଓ ୧ ଟଙ୍କାର ଉତ୍ପାଦନ ଶୁଳ୍କ ବୃଦ୍ଧି ପାଇଁ ଏହି ତେଲ ଦର ବଢ଼ିଛି।
from OTV Khabar. https://ift.tt/2Xul0pe
ବଢ଼ିଲା ପେଟ୍ରୋଲ ଦାମ ; ପେଟ୍ରୋଲ ୨ଟଙ୍କା ୫୦ ଓ ଡିଜେଲ ୨ଟଙ୍କା ୩୦ ପଇସା ବୃଦ୍ଧି Pradesh Pratyush
Reviewed by SUBHENDU BARAL
on
July 05, 2019
Rating:
No comments: