ଭୁବନେଶ୍ୱର : ବଢ଼ିଲା ଯୁକ୍ତ ଦୁଇ ନାମଲେଖାର ଅବଧି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଆହୁରି ଦୁଇ ଦିନ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଂଜନ ଦାଶ।
ପୂର୍ବରୁ ଜୁଲାଇ ୩ରୁ ୬ ତାରିଖ ଯାଏ ନାମଲେଖା ଧାର୍ଯ୍ୟ ହୋଇଥିଲା। ତେବେ ସର୍ଭରଜନିତ ତ୍ରୁଟି ପାଇଁ ଆହୁରି ୨ ଦିନ ସମୟ ଦେଇଛି ଗଣଶିକ୍ଷା ବିଭାଗ। ୭ ତାରିଖ ଛୁଟି ପଡୁଥିବାରୁ ୮ ଓ ୯ ତାରିଖରେ ମଧ୍ୟ ଛାତ୍ରଛାତ୍ରୀ ନାଁ ଲେଖାଇ ପାରିବେ।
from OTV Khabar. https://ift.tt/2xyGOka
ବଢ଼ିଲା ଯୁକ୍ତ ଦୁଇ ନାମଲେଖାର ଅବଧି Pradesh Pratyush
Reviewed by SUBHENDU BARAL
on
July 05, 2019
Rating:
No comments: