ବିଶ୍ୱକପକୁ ଗୌରାବନ୍ୱିତ କଲା ଗୁଗୁଲ । ସର୍ଚ୍ଚ ଇଞ୍ଜିନର କଭର ପେଜରେ ଦେଖିବାକୁ ମିଳୁଛି ସ୍ମରଣୀୟ ଦୃଶ୍ୟ । Kanak News
କନକ ବ୍ୟୁରୋ: ଆରମ୍ଭ ହେଲା କ୍ରୀଡ଼ା ମହାପର୍ବ କ୍ରିକେଟ୍ ବିଶ୍ୱକପ ୨୦୧୯ । ଚଳିତ ବିଶ୍ୱକପକୁ ଐତିହାସିକ ବା ସ୍ମରଣୀୟ କରିବା ପାଇଁ ଅନେକ ସଂଗଠନ ଓ ସଂସ୍ଥା ପକ୍ଷରୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଏହି ମର୍ମରେ ଆଧୁନିକ ଯୁଗର ସର୍ଚ୍ଚ ଇଂଜିନ୍ ବୋଲାଉଥିବା ଗୁଗୁଲ ନିଜର କଭର ପେଜରେ ବିଶ୍ୱକପ କ୍ରିକେଟ୍ କୁ ଭିନ୍ନ ତରିକାରେ ଉପସ୍ଥାପନ କରିଥିବା ଦେଖିବାକୁ ମିଳିଛି ।

from Kanak News http://bit.ly/2WzniSH http://bit.ly/2XaQ5Kw
ବିଶ୍ୱକପକୁ ଗୌରାବନ୍ୱିତ କଲା ଗୁଗୁଲ । ସର୍ଚ୍ଚ ଇଞ୍ଜିନର କଭର ପେଜରେ ଦେଖିବାକୁ ମିଳୁଛି ସ୍ମରଣୀୟ ଦୃଶ୍ୟ । Kanak News
Reviewed by SUBHENDU BARAL
on
May 30, 2019
Rating:
No comments: