ମେଷ – ଶତ୍ରୁ ସହିତ ମୁହାଁ-ମୁହିଁ ହୋଇପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଭ୍ରାତୃପ୍ରିୟ ହେବେ । ଧର୍ମମତି ହୋଇପାରନ୍ତି । ସୁଶୀଳ ଓ ସାଧୁହିତକାରୀ ହେବେ ।
ବୃଷ – ଉପୁଜି ଥିବା ଅପ୍ରିୟ ପରିସ୍ଥିତିରୁ ଉଧୁରି ଯାଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ପୁଣ୍ୟବାନ୍ ହେବେ ।
ମିଥୁନ – ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହେବେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ ।
କର୍କଟ – ଅଯଥାରେ କ୍ଷତି ସହିପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତି ହେବେ । ରାଜପ୍ରସାଦ ତୁଲ୍ୟ ସୁଖ ଭୋଗ କରିବେ । ଯାନବାହନ ସୁଖ ମିଳିପାରେ ।
ସିଂହ – ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ବ୍ୟବାସୟ ଲାଭ ଜନକ ହେବ । ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି ।
କନ୍ୟା – ପଡୋଶୀଙ୍କ ସାହାର୍ଯ୍ୟର ଆବଶ୍ୟକ ନାହିଁ । ସ୍ୱୟଂକୃତ କାର୍ଯ୍ୟରେ ସଫଳତା ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି ।
ତୁଳା – ଆଜି ଠାରୁ ଅନଟନ ରହିବ ନାହିଁ । ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହୋଇପାରେ । ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ । ଭାଗ୍ୟଶାଳୀ ହୋଇପାରନ୍ତି ।
ବିଛା – ଚେଷ୍ଟାରେ ସଫଳତା ଲାଭ କରିପାରନ୍ତି । ରୋଜଗାର ଆଶାନୁରୂପ ହେବ । ସରକାର ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ ।
ଧନୁ – ଅନୁସନ୍ଧାନରେ ସଫଳତା ଲାଭ କରିପାରନ୍ତି । ରୋଜଗାର ଆଶାନୁରୂପ ହେବ । ସରକାର ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ ।
ମକର – ସ୍ମରଣ ହାନି ଘଟିପାରେ । ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । କର୍ମ ତତ୍ପରତା ପ୍ରକାଶ ପାଇବ । ବ୍ୟବସାୟ ଲାଭଜନକ ହେବ ।
କୁମ୍ଭ – ଶତ୍ରୁଙ୍କ ସହିତ ଆପୋଷ ମିଳାମିଶା ହୋଇପାରେ । ସୁଖ-ସମ୍ମାନ ମିଳିବ । ଆଶା ଫଳବତୀ ହେବ । ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ଅସାଧ୍ୟ ସାଧନ କରିପାରନ୍ତି ।
ମୀନ – ପୂର୍ବ ନିଷ୍ଣତ୍ତିକୁ ବଦଳାଇ ଦେଇପାରନ୍ତି । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଦିନଟି ସମସ୍ୟା ବହୁଳ ହେଲେ ବି କୀର୍ତ୍ତିମାନ୍ ହେବେ ।
from News7 http://bit.ly/2IRCaW2
No comments: